Book Cover

Manoj Kumar Panda Galpa Samagra

Contributor(s): Panda, Manoj Kumar (Author), Sahu, Biswanath (Editor)

ISBN: 9781645603139

Publisher: Black Eagle Books

Binding Types:

$20.00
$32.95 (Final Price)
$31.75 (100+ copies: $31.00)
List/retail price:
$20.00
- +
Buy

Pub Date: September 7, 2022

Lexile Code: 0000

Target Age Group: NA to NA

Physical Info: 0.98" H x 8.50" L x 5.50" W ( 1.22 lbs) 440 pages

Descriptions, Reviews, etc.

Description:

ଉଭୟ ଆଙ୍ଗିକ ଓ ଆମ୍]ôିକ କ୍ଷେତ୍ରରେ ଉତ୍ତର ଅଶୀ ଓଡ଼ିଆ ଗଳ୍ପ ବିବିଧତାର ଏକ ସନ୍ଧିକ୍ଷଣ । ଗାଳ୍ପିକ ମନୋଜ କୁମାର ପଂଡ଼ା ଏହି ସନ୍ଧିକ୍ଷଣର ଜଣେ ପ୍ରତିଶୃତିବଦ୍ଧ ଗଳ୍ପକାର । ଏ ସମୟରେ ଆଙ୍ଗିକ କ୍ଷେତ୍ରରେ ପରିକ୍ଷା-ନିରୀକ୍ଷା କରୁଥିବା ଗାଳ୍ପିକମାନଙ୍କ ମଧ୍ୟରେ ସେ ଜଣେ ନୂତନ ଟ୍ରେଣ୍ଡ୍ ସେଟର୍ । ଶୈଳୀ ହିଁ ତାଙ୍କୁ ଆଣିଦେଇଛି ଉଭୟ ପ୍ରସିଦ୍ଧି ଓ ସମ୍ମାନ । ଜାତୀୟ ତଥା ଆନ୍ତର୍ଜାତୀୟ ଗଳ୍ପ ସହ ଓଡ଼ିଆ ଗଳ୍ପକୁ ସମକକ୍ଷ କରିବାର ମନୋବୃତ୍ତି ରଖିଥିବାର ଗାଳ୍ପିକଟିଏ ଶ୍ରୀ ପଂଡା । ସ୍ୱାଧୀନ ଚିନ୍ତା ସହ ବେବାକ୍ ଉପସ୍ଥାପନା ତାଙ୍କ ବୈଶିଷ୍ଟ୍ୟ । ସେ ଦୃଷ୍ଟିରୁ ୧୯୮୦ ପରବର୍ତ୍ତୀ ଓଡ଼ିଆ ଗଳ୍ପର ସ୍ୱରୂପ ତଥା ପ୍ରସାରତାକୁ ଅବବୋଧ କରିବାକୁ ହେଲେ ତାଙ୍କ ଗଳ୍ପସମୂହ ନିତାନ୍ତ ପଠନୀୟ । ଶେଷରେ ଏତିକି କୁହାଯାଇପାରେ ତୁଳନାମ୍]ôକ ଦୃଷ୍ଟିକୋଣରୁ ବିଚାର କଲେ ଗାଳ୍ପିକଙ୍କ ଶୈଳୀ କ୍ଷେତ୍ରୀୟ ନିମ୍ନୋକ୍ତ କେତେକ ସ୍ୱାତନ୍ତ୍ର]୍ୟ ପାଠକ ଖୋଜି ପାଇପାରିବ, ଯାହା ସମକାଳର ଅନ୍ୟାନ୍ୟ ଗାଳ୍ପିକଙ୍କଠାରୁ ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନାଏ । ଯଥା-

୧- ଶବ୍ଦ ଚୟନ ଓ ରୋପଣରେ ଅଭିନବତ୍ୱ ।

୨- କବିତା ସୁଲଭ ଆଙ୍ଗିକ ଗ୍ରହଣ ।

୩- ବାକ୍ୟରେ ଲୟ ସୃଷ୍ଟି ।

୪- ବିଶେଷ୍ୟ ଓ ବିଶେଷଣ ମଧ୍ୟରେ ବୈପରୀତ୍ୟ ଭାବ ।

୫- ବାକ୍ୟଗଠନଗତ ଜଟିଳତା ।

୬- ସମ୍ମୁଖୀକରଣ ଅନ୍ତର୍ଗତ ଉପଦାନଗୁଡ଼ିକର ସଠିକ ପ୍ରୟୋଗ ।

୭- ଗଳ୍ପର ପ୍ରାରମ୍ଭ ଓ ପରିସମାପ୍ତିରେ ବିବିଧତା ।

୮- ସଂସ୍କୃତ ଓ ଆଂଚଳିକ ଶବ୍ଦାବଳୀର ବର୍ଣ୍ଣାଢ଼୍ୟ ପ୍ରୟୋଗ ।

Brief description: Biswanath Sahu is a well-known young story writer and critic. 'Sabda Bagicha' (Manoj Kumar Pandanka galpa: Eka Shailitattwika Anushilana) and 'Katha Kadamba' (Ed.) are his much-acclaimed published books. He has been conferred with Katha Nabapratibha Puraskar (2014), Kadambini Galpa Unmesha Puraskar (2016), Srujan Salita Nabanita Sabda Samman (2018) and many more. Currently he is working as a lecturer in the department of Odia at Barpali College.

Worth Considering
Product successfully added to cart!