Book Cover

Priya Sakha

Contributor(s): Panda, Snigdha (Author)

ISBN: 9781645602293

Publisher: Black Eagle Books

Binding Types:

$12.00
$24.95 (Final Price)
$23.75 (100+ copies: $23.00)
List/retail price:
$12.00
- +
Buy

Pub Date: January 3, 2022

Lexile Code: 0000

Target Age Group: NA to NA

Physical Info: 0.22" H x 8.50" L x 5.50" W ( 0.27 lbs) 90 pages

Descriptions, Reviews, etc.

Description:

Priya Sakha is a poetry collection of Snigdha Panda. The collection has 42 poems crafted with a combination of pure love and deep devotion. Lyricality and subtleness of the poems make them readable.

Brief description: କବୀ ଡ. ସ୍ନିଗ୍ଧା ପଣ୍ଡା (୧୯୭୨) ଉଦ୍ଭିଦ ବିଜ୍ଞାନ ଓ ଶିକ୍ଷାରେ ସ୍ନାତକୋତ୍ତର ଏବଂ ବିଦ୍ୟାବିଭୂଷଣ ପରେ ଶିକ୍ଷାଦାନକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ନେଇଛନ୍ତି । ଏହି କ୍ରମରେ ଅଧୁନା ସେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍], ଭୁବନେଶ୍ୱରରେ ସହକାରୀ ଶିକ୍ଷିକା ଭାବରେ କାର୍ଯ୍ୟ କରୁଛନ୍ତି । ଶିକ୍ଷାଦାନ ବ୍ୟତୀତ ଓଡ଼ିଆ କବିତା ଲେଖିବାରେ ତାଙ୍କର ବିଶେଷ ଆଗ୍ରହ ରହିଛି । କବିତା ସଂକଳନ 'ଦାତା' ପରେ ଏହା ତାଙ୍କର ଦ୍ୱିତୀୟ କବିତା ସଂକଳନ । 'ପରିବେଶ ଶିକ୍ଷା' ଉପରେ ତାଙ୍କର ଏକ ଗବେଷଣାତ୍ମକ ପୁସ୍ତକ ମଧ୍ୟ ପ୍ରକାଶିତ । ବିଭିନ୍ନ ସମୟରେ ତାଙ୍କର ଅନେକ କବିତା ସାହିତ୍ୟ ପତ୍ରିକାରେ ସ୍ଥାନ ପାଇଛି ଏବଂ ଆକାଶବାଣୀ, କଟକ କେନ୍ଦ୍ରରୁ ପ୍ରସାରିତ ହୋଇଛି । ଏହି ସଂକଳନରେ ସନ୍ନିବିଷ୍ଟ କବିତାଗୁଡ଼ିକରେ କବୀ ପ୍ରେମ ଓ ଆଧ୍ୟାତ୍ମିକତାର ଏକ ସମିଶ୍ରିତ ଭାବକୁ ଶବ୍ଦରୂପ ଦେବାକୁ ପ୍ରୟାସ କରିଛନ୍ତି ।

Worth Considering
Product successfully added to cart!